ଭୁବନେଶ୍ୱର – ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁଛନ୍ତି ଓଡିଶା ମିଲେଟ ମିଶନ । ସବୁ ପ୍ରକାର ଜଳବାୟୁରେ ହୋଇପାରୁଥିବା ପୁଷ୍ଟିକର ମାଣ୍ଡିଆ ଚାଷକୁ ଲୋକପ୍ରିୟ କରିବା ପାଇଁ ଏକ ସୁନ୍ଦର ଗୀତ ପ୍ରସ୍ତୁତ କରାଯାଇଛି । କୃଷି ବିଭାଗ ଓ ଗ୍ରାମି ପୁରସ୍କାର ବିଜେତା ରିକି କେଜ୍ ମିଳିତ ଭାବେ ଏହି ଗୀତ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିଡିଓ ଗୀତକୁ ଟୁଇଟରରେ ପୋଷ୍ଟ କରି କୃଷି ବିଭାଗ ଓ ରିକି କେଜଙ୍କୁ ଧନ୍ୟବାଦ ଦେଇଛନ୍ତି।
#OdishaMilletMission is a pioneering initiative to bring back climate resilient grain in our fields & plates. Thank #GrammyAward winner & composer-producer Mr. @rickykej & @krushibibhag for the beautiful song on #Mandia to popularize the planet friendly, nutritious millet. @FAO pic.twitter.com/eSv8uXWMkJ
— Naveen Patnaik (@Naveen_Odisha) March 1, 2023