ଭିଜିଲାନ୍ସ ଜାଲରେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ | News Room Odisha

ଭିଜିଲାନ୍ସ ଜାଲରେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଭୁବନେଶ୍ୱରରେ ଥିବା ଘର ସମେତ ୫ଟି ସ୍ଥାନ ଓ କେନ୍ଦୁଝର ଜିଲ୍ଲା ଶିରିଶପାଲ ଗାଁରେ ଥିବା ପୈତୃକ ଘର ଏବଂ ଗମହରିଆରେ ଥିବା ସଂପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।