ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବାଗୁ ତଡାଗୁ ବିଲୋକି ପ୍ରଭୁ ହରଷେ ବଂଧୁ ସମେତ ।
ପରମ ରମ୍ୟ ଆରାମୁ ୟହୁ ଜୋ ରାମହି ସୁଖ ଦେତ ॥

ଭାବାର୍ଥ :- ରାଜାଙ୍କ ବଗିଚା ଆଉ ପୋଖରୀର ସୌନ୍ଦର୍ଯ୍ୟ ଦେଖି ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଭାଇ ଲକ୍ଷ୍ମଣ ସହିତ ବହୁତ ଆନନ୍ଦିତ ହେଲେ । ରାଜା ଜନକଙ୍କ ଏହି ପୁଷ୍ପ ବାଟିକା ବାସ୍ତବରେ ବହୁତ ସୁନ୍ଦର ଆଉ ରମଣୀୟ ହୋଇଥିବାରୁ, ସମ୍ପୁର୍ଣ୍ଣ ଜଗତକୁ ନିଜର ଦର୍ଶନ ଦେଇ ସୁଖ ଦେଉଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସୁଖର ଅନୁଭବ ଦେଇପାରୁଛି ।