ଆଦିବାସୀଙ୍କ ଅର୍ଥ ଆତ୍ମସାତ ଅଭିଯୋଗରେ ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ | News Room Odisha

ଆଦିବାସୀଙ୍କ ଅର୍ଥ ଆତ୍ମସାତ ଅଭିଯୋଗରେ ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ମାଲକାନାଗିରି – କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଟଙ୍କା ହଡପ ଅଭିଯୋଗରେ ଫରେଷ୍ଟର ଏବଂ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି । କୁ ଫରେଷ୍ଟର ଏବଂ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗାପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି । ଜୟପୁର ବନଖଣ୍ଡ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ନିଲମ୍ବିତ କରିଛନ୍ତି।