ଜାଲିଆନାୱାଲାବାଗ ଗଣହତ୍ୟାର ସହିଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ଜାଲିଆନାୱାଲାବାଗ ଗଣହତ୍ୟାର ସହିଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ୧୯୧୯ ମସିହା ଆଜିର ଦିନରେ ଜାଲିଆନାୱଲାବାଗ ନରସଂହାରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ପାଇଁ ଶହ ଶହ ପୁରୁଷ, ମହିଳା ଓ ଶିଶୁଙ୍କ ପ୍ରାଣବଳି କେବେ ବି ଭୁଲି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ ବଳିଦାନ ସର୍ବଦା ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।