ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ | News Room Odisha

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ

ସମ୍ବଲପୁର – କାଲିଠାରୁ ସବୁ ସ୍କୁଲ ଖୋଲୁଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲାରେ ଆଉ ଦୁଇ ଦିନ ସ୍କୁଲ ଛୁଟି ରହିବ । ସବୁ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ ।

ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଛୁଟି ଅବଧି ବଢ଼ାଇଛନ୍ତି ଜିଲ୍ଲାପାଳ । ସମ୍ବଲପୁରରେ ଖରା ତାତି ବଢିଥିବାରୁ ଆଉ ଦୁଇ ଦିନ ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।