ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ  | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ 

॥ ବାଲ କାଣ୍ଡ ॥

ଜଗୁ ଭଲ କହିହି ଭାବ ସବ କାହୁ ।
ହଠ କୀହ୍ନେ ଅଂତହୁଁ ଉର ଦାହୁ ॥
ଏହିଂ ଲାଲସାଁ ମଗନ ସବ ଲୋଗୂ ।
ବରୁ ସାଁବରୋ ଜାନକୀ ଜୋଗୁ ॥

ଭାବାର୍ଥ :- ଏ ସଂସାର ତାଙ୍କର ପ୍ରଶଂସା କରିବ, କାରଣ ଏହି ପ୍ରସଙ୍ଗଟି ସମସ୍ତଙ୍କୁ ଭଲ ଲାଗେ । ଅଜଥା ଜିଦ କଲେ ଶେଷରେ କେବଳ ମନସ୍ତାପ ରେ ହୃଦୟ ପୋଡିବା ହିଁ ସାର ହେବ। ସବୁ ଲୋକଙ୍କ ମନରେ ଏହି ଭାବ ଉଦ୍ରେକ ହେଉଥାଏ କି ଏ ଶ୍ୟାମଳ ରଂଗର ଯୁବକ ହିଁ ଜାନକୀଙ୍କ ପାଇଁ ସବୁଠାରୁ ଯୋଗ୍ୟ ବର ପାତ୍ର ।