ପଶ୍ଚିମରେ ପ୍ରବଳ ତାତି: ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁର ଉତ୍ତପ୍ତ ସହର | News Room Odisha

ପଶ୍ଚିମରେ ପ୍ରବଳ ତାତି: ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ଆଜି ବି ତାତି ଅଧିକ ରହିଛି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ଓ ସମ୍ବଲପୁର ଥିଲା ରାଜ୍ୟର ଉତ୍ତପ୍ତ ସହର । ଏ ଦୁଇ ସହରର ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ଥିଲା ।
ଆଜି ଦିନ ସାଢେ ୨ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ତାପମାତ୍ରା

ଝାରସୁଗୁଡା: ୪୩.୨ ଡ଼ିଗ୍ରୀ
ସମ୍ବଲପୁର: ୪୩.୨ ଡ଼ିଗ୍ରୀ
ହୀରାକୁଦ: ୪୨.୪ ଡ଼ିଗ୍ରୀ
ଭୁବନେଶ୍ୱର: ୪୧.୮ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ
କେନ୍ଦୁଝର: ୩୯ ଡ଼ିଗ୍ରୀ
ପୁରୀ: ୩୬.୮ ଡ଼ିଗ୍ରୀ
ବାଲେଶ୍ୱର: ୩୬.୨ ଡ଼ିଗ୍ରୀ
ଗୋପାଳପୁର: ୩୬ ଡ଼ିଗ୍ରୀ
ପାରାଦୀପ: ୩୪ ଡ଼ିଗ୍ରୀ