ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଅତି ବିନୀତ ମୃଦୁ ସୀତଲ ବାନୀ ।
ବୋଲେ ରାମୁ ଜୋରି ଜୁଗ ପାନୀ ॥
ସୁନହୁ ନାଥ ତୁହ୍ମ ସହଜ ସୁଜାନା ।
ବାଲକ ବଚନୁ କରିଅ ନହିଁ କାନା ॥

ଭାବାର୍ଥ :-ପ୍ରଭୁ ଶ୍ରୀରାମ ଦୁଇ ହାତ ଜୋଡି ଅତି ବିନୟର ସହିତ କୋମଳ ଶବ୍ଦରେ ଓ ଶୀତଳ କଥା କହିଲେ, ହେ ନାଥ ! ଟିକେ ଶୁଣନ୍ତୁ, ଆପଣ ତ ସ୍ୱଭାବେ ହିଁ ଜଣେ ଶ୍ରେଷ୍ଠ ଜ୍ଞାନୀ ଗୁଣୀ ଅଟନ୍ତି। ଏଣୁ ଆପଣ ଜଣେ ସାଧାରଣ ବାଳକର କଥାକୁ ନଶୁଣିବା ଉଚିତ । ତା କଥାକୁ ଶୁଣି ଅଣଶୁଣା କରିଦିଅନ୍ତୁ ।