ଗୀତା ଉପଦେଶ: ଜ୍ଞାନ ପ୍ରାପ୍ତ କରି ଜୀବ ଅବିଚଳ ଭକ୍ତିରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଯିବା ସ୍ୱାଭାବିକ  | News Room Odisha

ଗୀତା ଉପଦେଶ: ଜ୍ଞାନ ପ୍ରାପ୍ତ କରି ଜୀବ ଅବିଚଳ ଭକ୍ତିରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଯିବା ସ୍ୱାଭାବିକ 

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ବିଭୁତି ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଏତାଂ ବିଭୂତିଂ ଯୋଗଂ ଚ ମମ ଯୋ ବେତ୍ତି ତତ୍ତ୍ୱତଃ ।
ସୋଽବିକମ୍ପେନ ଯୋଗେନ ଯୁଜ୍ୟତେ ନାତ୍ର ସଂଶୟଃ ।।୭।।

ଅର୍ଥାତ:- ଭଗବାନଙ୍କ ବିଷୟରେ ସଠିକ୍ ଜ୍ଞାନ ତାଙ୍କ ପ୍ରତି ଆମର ଭକ୍ତିକୁ ବଢ଼ାଇଥାଏ । ଏହପରି ଭାବରେ, ଅନନ୍ତ ବିଶ୍ୱର ବିସ୍ମୟକର ସଂଚାଳନରେ ପ୍ରକଟିତ ଭଗବାନଙ୍କ ଭବ୍ୟ ବୈଭବର ବର୍ଣ୍ଣନା କରି ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହି ଜ୍ଞାନ ପ୍ରାପ୍ତ କରି ଜୀବ ଅବିଚଳ ଭକ୍ତିରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଯିବା ସ୍ୱାଭାବିକ ।