ଭାରସାମ୍ୟ ହରାଇ ରେଳ ଟ୍ରାକକୁ ମାଡିଗଲା ବସ୍ | News Room Odisha

ଭାରସାମ୍ୟ ହରାଇ ରେଳ ଟ୍ରାକକୁ ମାଡିଗଲା ବସ୍

ସମ୍ବଲପୁର – ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ଏକ ଯାତ୍ରୀବାହୀ ବସ୍ । ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଭାରସାମ୍ୟ ହରାଇ ଏକ ବସ୍ ଟ୍ରେନ ଲାଇନକୁ ମାଡିଯାଇଥିଲା । ସୈ।ଭାଗ୍ୟବଶତଃ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ। ଟ୍ରାକକୁ ବସ୍‌ ମାଡ଼ି ଯିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ ଯାତ୍ରୀ । ବସର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି।