ବ୍ୟାଙ୍କ ଲୁଟିବାକୁ ଆସିଥିଲେ, ସାଇରନ ବାଜିବାରୁ ଚମ୍ପଟ | News Room Odisha

ବ୍ୟାଙ୍କ ଲୁଟିବାକୁ ଆସିଥିଲେ, ସାଇରନ ବାଜିବାରୁ ଚମ୍ପଟ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ ଛକରେ ଥିବା ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ହୋଇଛି । କିନ୍ତୁ ଏଥିରେ ସଫଳ ହୋଇପାରିନାହାନ୍ତି ଲୁଟେରା । ବ୍ୟାଙ୍କ ସାଇରନ୍‌ ବାଜିବାରୁ ଚମ୍ପଟ ମାରିଛନ୍ତି ଲୁଟେରା । ଜରଡ଼ ଛକରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ହୋଇଥିଲା। ବ୍ୟାଙ୍କ ତାଲା ସହ ସିସିଟିଭି ଭାଙ୍ଗି ଲୁଟ୍‌ ଉଦ୍ୟମ ବେଳେ ସାଇରନ୍‌ ବାଜିବାରୁ ଲୁଟେରା ଚମ୍ପଟ ମାରିଥିବା ସୂଚନା ମିଳିଛି।