ଝାରସୁଗୁଡା ହୋଟେଲରେ ଚାଲୁଥିବା ସେକ୍ସ ରାକେଟ, ପୋଲିସର ରାତି ଅଧିଆ ଚଢାଉ  | News Room Odisha

ଝାରସୁଗୁଡା ହୋଟେଲରେ ଚାଲୁଥିବା ସେକ୍ସ ରାକେଟ, ପୋଲିସର ରାତି ଅଧିଆ ଚଢାଉ 

ଝାରସୁଗୁଡା – ବିଳମ୍ବିତ ରାତିରେ ଚଢ଼ାଉ କରି ପୋଲିସ ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଗୋଟି ହୋଟେଲରେ ଚାଲୁଥିବା ଏଟ ସେକ୍ସ ରାକେଟ ଠାବ କରିଛି । ହୋଟେଲରୁ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

ଝାରସୁଗୁଡ଼ା ଟାଉନ ଥାନା ପୋଲିସର ଏକ ଟିମ୍ ଏହି ହୋଟେଲରେ ଚଢ଼ାଉ କରି ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି।