ରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ରାମ ଚରିତ ମାନସ: ବାଲ କାଣ୍ଡ

ଶ୍ରୀରାମ ଚରିତ ମାନସ

ବସଇ ନଗର ଜେହିଂ ଲଚ୍ଛି କରି କପଟ ନାରି ବର ବେଷୁ । ତେହି ପୁର କୈ ସୋଭା କହତ ସକୁଚହିଂ ସାରଦ ସେଷୁ ॥

ଭାବାର୍ଥ :- ଯେଉଁ ନଗରରେ ସାକ୍ଷାତ୍ ମା ମହାଲକ୍ଷ୍ମୀ ଛଦ୍ମ ରୂପରେ ସୁନ୍ଦର ସ୍ତ୍ରୀ ବେଶରେ ନିବାସ କରନ୍ତି, ସେହି ପୁରୀର ବା ନଗରୀର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବାରେ ସାକ୍ଷାତ ମା ଭଗବତୀ ସରସ୍ବତୀ ଆଉ ଶେଷନାଗ ମଧ୍ୟ ସଙ୍କୋଚ କରିଥାଆନ୍ତି।