ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧ୍ଯାନଯୋଗ ସମ୍ଭନ୍ଧ ରେ ବୁଝାଇ କହୁଛନ୍ତି:-
ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି। ଇକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ॥
ଭଗବାନ କହୁଛନ୍ତି :- ଧ୍ଯାନଯୋଗରେ ଯୁକ୍ତ ଯୋଗୀ ନିଜ ସ୍ବରୂପକୁ ସମସ୍ତଙ୍କଠାରେ ଏବଂ ସମସ୍ତଙ୍କୁ ନିଜ ସ୍ବରୂପରେ ଦେଖିଥାନ୍ତି ।