୨୦୨୧ ଓସିଏସ ପରୀକ୍ଷା ଫଳ ପ୍ରକାଶ, ସୁଦେବ କୁମାର ପୃଷ୍ଟି ଟପ୍ପର | News Room Odisha

୨୦୨୧ ଓସିଏସ ପରୀକ୍ଷା ଫଳ ପ୍ରକାଶ, ସୁଦେବ କୁମାର ପୃଷ୍ଟି ଟପ୍ପର

ଭୁବନେଶ୍ୱର – ୨୦୨୧ ଓଡ଼ିଶା ପ୍ରଶାସନିକ ସେବା -ଓସିଏସ ପରୀକ୍ଷା ଫଳ ପ୍ରକାଶ ପାଇଛି।

ସୁଦେବ କୁମାର ପୃଷ୍ଟି ହୋଇଛନ୍ତି ଓଏଏସ ଟପ୍ପର । ମୋଟ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬୪ ଛାତ୍ରୀ ଅଛନ୍ତି । ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଣବ ରଞ୍ଜନ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ଓସିଏସ ୨୦୨୧ : ଟପ୍ ଟେନ

ପ୍ରଥମ ୧୦ ସ୍ଥାନରେ ୫ ପୁଅ, ୫ ଝିଅ ଅଛନ୍ତି।

୧.ସୁଦେବ କୁମାର ପୃଷ୍ଟି- ଟପ୍ପର

୨.ସୁଚିସ୍ମିତା ପାଣିଗ୍ରାହୀ

୩. ପ୍ରଣବ ରଂଜନ ସାହୁ

୪.ବୈଶାଖୀ ଲେଙ୍କା

୫. ଶ୍ୱେତଲିନା ମାହାନା

୬ . ଅଗ୍ନିଜା ଶିବଦତ୍ତା

୭ . ସନ୍ତୋଷ କୁମାର ପାତ୍ର,

୮. ମୀମାଂସା ସାହୁ

୯ . ବିନ୍ଦୁ ବଳୟ ରାଉତରାୟ

୧୦ . ସୌମ୍ୟରଂଜନ ମହାପାତ୍ର