ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦୁତ ଅବଧପୁର ପଠବହୁ ଜାଈ ।
ଆନହିଂ ନୃପ ଦସରଥହିଂ ବୋଲାଈ ॥
ମୁଦିତ ରାଉ କହି ଭଲେହିଂ କୃପାଲା ।
ପଠଏ ଦୁତ ବୋଲି ତେହି କାଲା ॥

ଭାବାର୍ଥ :- ମହର୍ଷି ବିଶ୍ଵାମିତ୍ର ରାଜା ଜନକଙ୍କୁ କହିଲେ, ଯାଅ, ଅଜୋଧ୍ୟାକୁ ଦୁତ ପଠାଅ, ମହାରାଜା ଦଶରଥଙ୍କୁ ଯାଇ ନିମନ୍ତ୍ରଣ କରି ଡାକି ଆଣ । ମହାରାଜା ଜନକ ବହୁତ ଆନନ୍ଦିତ ହୋଇ ବିଶ୍ୱାମିତ୍ରଙ୍କୁ କହିଲେ, ହେ କୃପାଳୁ ! ବହୁତ ଭଲ କଥା ! ଏଣୁ ସଂଗେ ସଂଗେ ରାଜା ଜନକ ଦୂତଙ୍କୁ ଡକାଇ ପଠାଇଲେ ।