ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଜହଁ ଜହଁ ଜୂଥ ଜୂଥ ମିଲି ଭାମିନି ।
ସଜି ନବ ସପ୍ତ ସକଲ ଦୁତ୍ତି ଦାମିନି ॥
ବିଧୁବଦନୀଂ ମୃଗ ସାବକ ଲୋଚନି ।
ନିଜ ସରୂପ ରତି ମାନୁ ବିମୋଚନି ॥

ଭାବାର୍ଥ :- ବିଜୁଳିପରି ଶୁଭ୍ର କାନ୍ତି ଯୁକ୍ତ ଚନ୍ଦ୍ରମୂଖୀ, ହରିଣ ଶାବକର କୋମଳ କମନୀୟ ଆଖି ଥିବା ଓ ସୁନ୍ଦତାରେ କାମଦେବଙ୍କ ପତ୍ନୀ ରତି ଦେବୀଙ୍କ ଅଭିମାନକୁ ସତେ ଯେପରି ଛଡାଇ ନେବେ, ସେହିପରି ସୁନ୍ଦର ସଧବା ସ୍ତ୍ରୀ ମାନେ ଅପରୂପା ଷୋହଳ ଶୃଙ୍ଗାରରେ ସଜେଇ ହୋଇ ଦଳ ଦଳ ହୋଇ ମଙ୍ଗଳ ଗୀତ ଗାଇବାକୁ ଲାଗିଲେ ।