୬ ସପ୍ତାହ ମଧ୍ୟରେ ଏଏସଓ ଚୟନ ପ୍ରକିୟା ଶେଷ କର : ଓପିଏସସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

୬ ସପ୍ତାହ ମଧ୍ୟରେ ଏଏସଓ ଚୟନ ପ୍ରକିୟା ଶେଷ କର : ଓପିଏସସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ- ୬ ସପ୍ତାହ ମଧ୍ୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର -ଏଏସଓ ଚୟନ ପ୍ରକିୟା ସଂପୂର୍ଣ୍ଣ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ମେ’ ୧୯ ରାୟକୁ ପାଳନ କରାଯାଇ ନ ଥିବାରୁ ଅବମାନନା ମାମଲା ହୋଇଥିଲା । ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ରାୟ ଶୁଣାଇଥିଲେ ।