ଗୀତା ଉପଦେଶ:- ଭଗବାନଙ୍କ ପ୍ରତି ଅନ୍ତରର ପ୍ରେମ ବୃଦ୍ଧି ହେଲେ ଭଗବାନ ଭକ୍ତର ସବୁ ଭାର ବହନ କରନ୍ତି | News Room Odisha

ଗୀତା ଉପଦେଶ:- ଭଗବାନଙ୍କ ପ୍ରତି ଅନ୍ତରର ପ୍ରେମ ବୃଦ୍ଧି ହେଲେ ଭଗବାନ ଭକ୍ତର ସବୁ ଭାର ବହନ କରନ୍ତି

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟ ରେ କହୁଛନ୍ତି : –

ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।
ୟତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା

ଭଗବାନ କ‌ହିଲେ – ହେ ମହାବାହୁ ଅର୍ଜୁନ ! ପୁନଶ୍ଚ ତୁମେ ମୋର ପରମ ବଚନ ଶୁଣ, ଯାହାକୁ ମୁଁ ତୁମର ହିତ ଉଦ୍ଦେଶ୍ୟରେ କ‌ହିବି; କାରଣ ତୁମେ ମୋ ପ୍ରତି ଅତ୍ୟନ୍ତ ପ୍ରେମ ଭାବ ରଖୁଛ ।
॥ ଗୀତା ୧୦-୧ ଶ୍ଲୋକ॥