ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଗାବହିଂ ମଂଗଳ ମଂଜୁଳ ବାନୀଂ ।
ସୁନି କଲ ରବ କଲକଂଣ୍ଠି ଲଜାନୀଂ ॥
ଭୂପ ଭବନ କିମି ଜାଇ ବଖାନା।
ବିସ୍ବ ବିମୋହନ ରଚେଉ ବିତାନା ॥

ଭାବାର୍ଥ :- ଦଳ ଦଳ ହୋଇ ସୁନ୍ଦର ନାରୀମାନେ ଏପରି କୋମଳ କଣ୍ଠରେ ମଙ୍ଗଳ ଗୀତ ଗାଉଥାଆନ୍ତି, ଯାହାକୁ ଶୁଣି କୋଇଲି ମାନେ ଲାଜେଇ ଯାଆନ୍ତି । ଆଉ ରାଜ ମହଲର କଥା କ’ଣ କହିବା, ଯେଉଁଠି ସମଗ୍ର ବିଶ୍ବକୁ ବିମୋହିତ କରିବା ପରି ମଣ୍ଡପ ପ୍ରସ୍ତୁତ ହୋଇଛି ।