ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦେବ ଦେଖି ତବ ବାଲକ ଦୋଊ ।
ଅବ ନ ଆଁଖି ତର ଆବତ କୋଊ ॥
ଦୂତ ବଚନ ରଚନା ପ୍ରିୟ ଲାଗୀ ।
ପ୍ରେମ ପ୍ରତାପ ବୀର ରସ ପାଗୀ ॥

ଭାବାର୍ଥ :- ଜନକପୁର ଦୂତ୍ତ ଦଶରଥଙ୍କୁ କହିଲେ, ହେ ଦେବ ! ଆପଣଙ୍କ ଦୁଇ ତେଜସ୍ଵୀ କିଶୋରଙ୍କୁ ଦେଖିବା ପରେ, ଏବେ ଆଖିକୁ ଆଉ କେହି ଦିଶୁନାହାନ୍ତି, ଅର୍ଥାତ୍ ଆମ ଦୃଷ୍ଟିରେ ଆଉ କେହି ସମକକ୍ଷ ଆସୁନାହାନ୍ତି । ଦୂତ୍ତ ମାନଙ୍କ ମୁଖରୁ ପ୍ରେମ ରସ, ଓ ବୀରତ୍ବର ପ୍ରତାପ ରସ ରେ ପରିପୂର୍ଣ୍ଣ ରଚନାତ୍ମକ ବର୍ଣ୍ଣନା ସବୁ ଶୁଣି ସମସ୍ତଙ୍କୁ ବହୁତ ପ୍ରିୟ ଲାଗିଲା ॥