ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ରାମହି ଦେଖି ବରାତ ଜୁଡାନୀ ।
ପ୍ରୀତି କି ରୀତି ନ ଜାତି ବଖାନୀ ॥
ନୃପ ସମୀପ ସୋହାହିଂ ସୁତ ଚାରୀ ।
ଜନୁ ଧନ ଘରମାଦିକ ତନୁଧାରୀ ॥

ଭାବାର୍ଥ :- ଶ୍ରୀ ରାମଚନ୍ଦ୍ରଙ୍କୁ ଭେଟିବା ପରେ ସମସ୍ତ ବରଯାତ୍ରୀଙ୍କ ମନ ହୃଦୟ ବିୟୋଗ କାରଣରୁ ଯେଉଁ ବିରହ ଜ୍ୱାଳାରେ ପୀଡ଼ିତ ଥିଲା ତାହା ଶାନ୍ତ ହୋଇଗଲା । ଏହି ପ୍ରୀତି ଓ ରିତିର କଥା ବର୍ଣ୍ଣନା କରି ହେଉନାହିଁ । ମହାରାଜା ଦଶରଥଙ୍କ ନିକଟରେ ଚାରି ପୁଅ ଏପରି ଶୋଭା ପାଉଥାଆନ୍ତି ସତେ ଯେପରି ସାକ୍ଷାତ ଧର୍ମ, ଅର୍ଥ, କାମ, ମୋକ୍ଷ ଶଶରୀରେ ଆବିର୍ଭାବ ହୋଇଛନ୍ତି ।