ନିଯୁକ୍ତି ପର୍ବ : ନବନିଯୁକ୍ତ ୪୫ ବୀମା ଚିକିତ୍ସା ଅଧିକାରୀଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ | News Room Odisha

ନିଯୁକ୍ତି ପର୍ବ : ନବନିଯୁକ୍ତ ୪୫ ବୀମା ଚିକିତ୍ସା ଅଧିକାରୀଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ । ନବ ନିଯୁକ୍ତ ୪୫ଜଣ ବୀମା ଚିକିତ୍ସା ଅଧିିକାରୀଙ୍କ ପାଇଁ ଆଜି ଅପରାହ୍ନରେ ଲୋକସେବା ଭବନରେ ଆୟୋଜିତ ହେବ ନିଯୁକ୍ତି ପର୍ବ । ଏହି ଅବସରରେ ନବନିଯୁକ୍ତ ବୀମା ଚିକିତ୍ସା ଅଧିକାରୀଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢେ ୫ଟାରେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଉଦବୋଧନ ଦେବେ ।