ଏସୀୟ କ୍ରୀଡା: ସୁଟିଂରେ ଭାରତକୁ ଆଉ ଏକ ପଦକ | News Room Odisha

ଏସୀୟ କ୍ରୀଡା: ସୁଟିଂରେ ଭାରତକୁ ଆଉ ଏକ ପଦକ

ହାଙ୍ଗଝୁ – ଏସୀୟ କ୍ରୀଡାର ଚତୁର୍ଥ ଦିନରେ ସୁଟିଂରେ ଭାରତ ପଦକ ହାସଲ କରିଛି । ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛି ଭାରତ। ଭାରତର ସିଫତ କଉର, ଆସୀ ଚୈ।କସି ଓ ମାନିନୀ କୌଶିକ ଭାରତ ପାଇଁ ଏହି ସଫଳତା ହାସଲ କରିଛନ୍ତି।

ଏଣେ ଆଜି ଭାରତୀୟ ମହିଳା ହକି ଦଳ ସିଙ୍ଗାପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।