ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ରାମ ସୀୟ ସୁଂଦର ପ୍ରତିଛାହୀଂ । ଜଗମଗାତ ମନି ଖଂଭନ ମାହୀଂ । ମନହୁଁ ମଦନ ରତି ଧରି ବହୁ ରୂପା । ଦେଖତ ରାମ ବିଆହୁ ଅନୁପା ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମ ଆଉ ସୀତାଙ୍କ ସୁନ୍ଦର ଯୁଗଳ ମୂର୍ତ୍ତି ର ପ୍ରତିବିମ୍ବ ମଣି ଖଚିତ ଖମ୍ବରେ ଏପରି ସୁନ୍ଦର ଚକମକ ଦିଶୁଥିଲା, ସତେଯେମିତି ସ୍ବୟଂ କାମଦେବ ପତ୍ନୀ ରତି ଦେବୀଙ୍କ ସହିତ ଅନେକ ରୂପ ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ଅନୁପମ ବିବାହକୁ ଦେଖୁଛନ୍ତି ।