ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ, ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ | News Room Odisha

ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ, ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ

ପୁରୀ – ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ସେ ଟ୍ରେନ ଯୋଗେ ପୁରୀରେ ପହଞ୍ଚିଛନ୍ତି ।

ଟାଟାନଗରରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଛନ୍ତି ନବନିଯୁକ୍ତ ରାଜ୍ୟପାଳ। ପୂର୍ବାହ୍ନ ୧୦ଟାରେ ସେ ଶ୍ରୀଜିଉଙ୍କ ଦର୍ଶନ କରି ଭୁବନେଶ୍ୱର ଆସିବେ । ଆସନ୍ତାକାଲି ରାଜ୍ୟପାଳ ଭାବେ ନେବେ ଶପଥ ନେବେ ରଘୁବର ଦାସ