ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ

ପୁନି ପୁନି ରାମହି ଚିତବ ସିୟ ସକୁଚାତି ମନୁ ସକୁଚୈ ନ। ହରତ ମନୋହର ମୀନ ଛବି ପ୍ରେମ ପିଆସେ ନୈନ॥

ଭାବାର୍ଥ :- ବଧୁ ବେଷରେ ମାତା ସୀତା ବାରମ୍ବାର ପ୍ରଭୁ ଶ୍ରୀରାମଙ୍କୁ ଦେଖୁଥାଆନ୍ତି ଆଉ ଲାଜରେ ସଂକୋଚ କରୁଥାଆନ୍ତି କିନ୍ତୁ ମନରେ କୌଣସି ସଂକୋଚ ନଥାଏ । ତାଙ୍କ ଦୁଇ ଆଖିରେ ଯେପରି ସୁନ୍ଦର ମାଛର ପ୍ରତିଛବି ଦୁଇଟି ପ୍ରେମର ତୃଷ୍ଣାକୁ ହରଣ କରି ନେଉଥାନ୍ତି।