ଚାକିରି ନାଁରେ ଠକେଇ ମାମଲା : କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ | News Room Odisha

ଚାକିରି ନାଁରେ ଠକେଇ ମାମଲା : କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ

ବ୍ରହ୍ମପୁର – ଠକେଇ ମାମଲାରେ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ଜେଏମ୍ ଏଫସି ରୁରାଲ କୋର୍ଟରେ ଗୋପାଳପୁର ବିଧାୟକଙ୍କୁ ହାଜର କରାଯାଇଛି। ଏହି ମାମଲାରେ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶକୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ଟାଟା ମୋଟର୍ସରେ ଚାକିରି ଦେବା କହି ଠକିବା ମାମଲାରେ ତିନିଜଣଙ୍କୁ କୋର୍ଟରେ ହାଜର କରାଯାଇଛି।