ଜୁନିଅର ପୁରୁଷ ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳରେ ଓଡ଼ିଶାର ଚାରି ଖେଳାଳି | News Room Odisha

ଜୁନିଅର ପୁରୁଷ ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳରେ ଓଡ଼ିଶାର ଚାରି ଖେଳାଳି

ଭୁବନେଶ୍ୱର – ଜୁନିଅର ପୁରୁଷ ବିଶ୍ଵକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷିତ ଦଳରେ ଓଡିଶାର ଚାରି ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମନଦୀପ ଲାକ୍ରା, ସୁନୀଲ ଜୋଜୋ, ସୁଦୀପ ସିର୍ମାକୋ । ସୁନୀତ ଲାକ୍ରା ରିପ୍ଲେସମେଣ୍ଟ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି। ଡିସେମ୍ବର ୫ରୁ ୧୬ ଯାଏଁ ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଆୟୋଜିତ ହେବ ଜୁନିୟର ବିଶ୍ୱକପ୍ ହକି ।