ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଅବଧନାଥୁ ଚାହତ ଚଲନ ଭୀତର କରହୁ ଜନାଉ ।
ଭଏ ପ୍ରେମବସ ସଚିଵ ସୁନି ବିପ୍ର ସଭାସଦ ରାଉ ॥

ଭାବାର୍ଥ :- ମହାରାଜ ଜନକ ମନ୍ତ୍ରୀଙ୍କ ପରାମର୍ଶ କରି କହିଲେ, ଅଜୋଧ୍ୟାନାଥ ଜନକପୁର ରୁ ପ୍ରସ୍ଥାନ କରିବାକୁ ଚାହୁଁଛନ୍ତି, ଭୀତରେ ରାଣୀ ଉଆସରେ ଖବର କରିଦିଅ । ଏହା ଶୁଣି ମନ୍ତ୍ରୀ, ରାଜସଭାର ବ୍ରାହ୍ମଣ ଓ ସମସ୍ତ ସଭାସଦ ଆଦି ସମସ୍ତେ ପ୍ରେମର ବଶ ହୋଇଗଲେ ।