ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥
ସାଦର ସକଲ କୁଆଁରି ସମୁଝାଈଂ ।
ରାନିହ୍ନ ବାର /ବାର ଉର ଲାଈଂ ॥
 ବହୁରି ବହୁରି ଭେଟହିଂ ମହତାରୀଂ ।
 କହହିଂ ବିରଂଚି ରଚୀଂ କତ ନାରୀଂ ॥
ଭାବାର୍ଥ :- ସମସ୍ତ ରାଣୀ ମାନେ ନିଜ ନବବିବାହିତା କନ୍ୟା ମାନଙ୍କୁ ହୃଦୟରେ ଲଗାଇ ନାରୀ ଧର୍ମ ବିଷୟରେ ବାରମ୍ବାର ବୁଝାଇ କହିଲେ । ବ୍ରହ୍ମା କାହିଁକି ସ୍ତ୍ରୀ -ଜାତି କୁ ସୃଷ୍ଟି କରିଛନ୍ତି, ସେ ବିଷୟରେ ସବୁ ମି ମାନଜ ବାର ବାର ଭେଟି କହୁଥାନ୍ତି ।