ସଂସ୍କୃତି ସଚିବଙ୍କୁ ଶୁଭେଚ୍ଛା ଜଣାଇଲା ଓଡ଼ିଆ ସିନେ ଜଗତ | News Room Odisha

ସଂସ୍କୃତି ସଚିବଙ୍କୁ ଶୁଭେଚ୍ଛା ଜଣାଇଲା ଓଡ଼ିଆ ସିନେ ଜଗତ

ଭୁବନେଶ୍ୱର – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଜି ସଂସ୍କୃତି ସଚିବଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷମାନେ ଭେଟି ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବର୍ଷିୟାନ ଅଭିନେତ୍ରୀ ମହାଶ୍ବେତା ରାୟ, ଅପରାଜିତା ମହାନ୍ତି, ପ୍ରେମ ଆନନ୍ଦ ପ୍ରମୁଖ ସଂସ୍କୃତି ସଚିବଙ୍କୁ ଭେଟିଛନ୍ତି।