ଏସିଆ ବୁକ୍ ଅଫ୍ ରେକର୍ଡସରେ ରଙ୍ଗୀନ ଦୀପରେ ପ୍ରସ୍ତୁତ ବିଜୁବାବୁଙ୍କ ଫଟୋ ଚିତ୍ର  | News Room Odisha

ଏସିଆ ବୁକ୍ ଅଫ୍ ରେକର୍ଡସରେ ରଙ୍ଗୀନ ଦୀପରେ ପ୍ରସ୍ତୁତ ବିଜୁବାବୁଙ୍କ ଫଟୋ ଚିତ୍ର 

ରାଉରକେଲା – ରେକର୍ଡ ବୁକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ର । ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ହୋଇଛି ଏହି ଫଟୋଚିତ୍ର । ୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ରକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇ ବିଜୁ ବାବୁଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ରାଉରକେଲା ଛେଣ୍ଡ କଲୋନୀରେ ଏହାକୁ ନିର୍ମାଣ କରାଯାଇଛି ।