ରାଜ୍ୟକୁ ଫେରିଲା ଶୀତ | News Room Odisha

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର – କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ଶୀତ ଫେରିଛି। ଅଧିକାଂଶ ସ୍ଥାନର ରାତି ତାପମାତ୍ରା ହ୍ରାସ ପାଇଛି । ଶୀତରେ ଥରୁଛି ଓଡ଼ିଶା। ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ପାରଦ ଖସିଆସିଛି। ଜି.ଉଦୟଗିରି, ଦାରିଙ୍ଗବାଡ଼ି, ଫୁଲବାଣୀ , କୋରାପୁଟରେ ତାପମାତ୍ରା ହ୍ରାସ ପାଇଛି। ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ଶୀତର ପ୍ରଭାବ ଅଧିକ ରହିଛି।