॥ ବାଲ କାଣ୍ଡ ॥
ସଖୀଂ ସୀୟ ମୁଖ ପୁନି ପୁନି ଚାହୀ । ଗାନ କରହିଂ ନିଜ ସୁକୁତ ସରାହୀ ॥ ବରଷହିଂ ସୁମନ ଛନହିଂ ଛନ ଦେବା । ନାଚହିଂ ଗାଵହିଂ ଲାଵହିଂ ସେବା ॥
ଭାବାର୍ଥ :- ରାଜମହଲର ସଖିମାନେ ସୀତାଙ୍କୁ ବାରମ୍ବାରଦେଖି ନିଜର ପୁଣ୍ୟଫଳକୁ ମନେ ମନେ ପ୍ରଶଂସାକରି ମଙ୍ଗଳ ଗୀତ ଗାଉଥାନ୍ତି।ଦେବତାମାନେ ବାରମ୍ବାର ଆକାଶରୁ ଫୁଲ ପକାଇବା ସହିତ ନୃତ୍ୟ ସଂଗୀତ କରି ନିଜ ନିଜ ସେବା ସମର୍ପଣ କରୁଥାନ୍ତି ।