॥ ବାଲ କାଣ୍ଡ ॥
ଭୋଜନ କରତ ଚପଲ ଚିତ ଇତ ଉତ ଅବସରୁ ପାଇ ।
ଭାଜି ଚଲେ କିଲକତ ମୁଖ ଦଧି ଓଦନ ଲପଟାଇ ॥
ଭାବାର୍ଥ :- ପ୍ରଭୁ ଭୋଜନ କରିବା ସମୟରେ ମଧ୍ୟ ଚଞ୍ଚଳ ଚିତ୍ତରେ ରୁହନ୍ତି । ବେଳେବେଳେ ପାଟିରେ ପାଟିଏ ଦହିଭାତ ଭର୍ତ୍ତି କରି ପାଟି କରି କରି ଘର ଏମୁଣ୍ଡରୁ ସେମୁଣ୍ଡ ଦୌଡି ଯାଆନ୍ତି ।