॥ ବାଲ କାଣ୍ଡ ॥
ସଖି ଜସ ରାମ ଲଖନ କର ଜୋଟା ।
ତୈସେଇ ଭୂପ ସଂଗ ହୁଇ ଢୋଟା ॥
ସ୍ୟାମ ଗୌର ସବ ଅଂଗ ସୁହାଏ ।
ତେ ସବ କହହିଂ ଦେଖି ଜେ ଆଏ ॥
ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଜୁଗଳ ମୁର୍ତ୍ତି ଦେଖୁଦେଖୁ ସେହିପରି ଆଉ ଦୁଇ ଜୁଗଳ ମୁର୍ତ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ଗୌର ବର୍ଣ୍ଣ ଓ ଆଉ ଜଣେ ଶ୍ୟାମ ବର୍ଣ୍ଣର କୁମାର, ମହାରାଜା ଦଶରଥଙ୍କ ସହିତ ଆସିଛନ୍ତି, ସେମାନଙ୍କର ସର୍ବାଙ୍ଗ ମଧ୍ୟ ବହୁତ ସୁନ୍ଦର । ଯେଉଁମାନେ ସେମାନଙ୍କୁ ଦେଖି ଆସିଛନ୍ତି, ସେମାନେ ସବୁ ଏହିପରି ବର୍ଣ୍ଣନା କରି କହୁଛନ୍ତି ।