॥ ବାଲ କାଣ୍ଡ ॥
ସୋ ସଂବାଦ ଉଦାର ଜେହି ବିଧି ଭା ଆଗେଂ କହବ।
ସୁନହୁ ରାମ ଅବତାର ଚରତି ପରମ ସୁନ୍ ଅନଘ॥
ଭାବାର୍ଥ:- ହେ ପାର୍ବତୀ ! କାକ ଭୁଷୁଣ୍ଡିଙ୍କ ଶ୍ରେଷ୍ଠତ୍ତର ସମ୍ବାଦ ଯେପରି ହୋଇଥିଲା, ମୁଁ ପ୍ରଥମେ ସେହି କଥା ତୁମକୁ କହିବି । ଏବେ ତୁମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅବତାରର ସବୁଠାରୁ ସୁନ୍ଦର, ପବିତ୍ର, ସର୍ବ ପାପ ନାଶକ ଚରିତ୍ର କଥାକୁ ଶୁଣ ।