ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବଂଧୁ ମନୋହର ସୋହହିଂ ସଂଗା ।
ଜାତ ନଚାବତ ଚପଲ ତୁଂଗା ।
ରାଜକୁଅଁର ବର ବାଜି ଦେଖାଵହିଁ ।
ବଂସ ପ୍ରସଂସକ ବିରିଦ ସୁନାବହିଂ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମଙ୍କ ସାଥିରେ ଅଶ୍ବଚାଳକ ଭାଇ ମନୋହରଙ୍କ ଦ୍ବାରା ଚଞ୍ଚଳ ଘୋଡା ମାନଙ୍କୁ ନାଗଡା ତାଳରେ ନଚାଇ ନଚାଇ ଯାଉଥାନ୍ତି । ଶ୍ରେଷ୍ଠ ଘୋଡା ମାନଙ୍କୁ ବାଦ୍ୟ ତାଳରେ ନଚାଇ ରାଜକୁମାର ମାନେ ଦେଖାଉଥାଆନ୍ତି ଆଉ ମହାରାଜା ଦଶରଥଙ୍କ ସୂର୍ଯ୍ୟ ବଂଶର ବିରୂଦାବଳୀ – ଗୌରବଗାଥାକୁ ମାଗଧୀ ଚାରଣ ଭାଟ ମାନେ ସୁନ୍ଦର ଛନ୍ଦବଦ୍ଧ ସଂଗୀତରେ ଗାଉଥାଆନ୍ତି।