ଶ୍ରୀରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଏକ ବାତ ନହିଂ ମୋହି ସୋହାନୀ ।
ଜଦପି ମୋହ ବସ କହେହୁ ଭବାନୀ ॥
ତୁହ୍ମ ଜୋ କହା ରାମ କୋଉ ଆନା ।
ଜେହି ଶୃତି ଗାବ ଧରହିଂ ମୁନି ଧ୍ୟାନା ॥

ଭାବାର୍ଥ :- ପରନ୍ତୁ ହେ ପାର୍ବତୀ ! ତୁମର ଗୋଟିଏ ପଦ କଥା ମୋତେ ଠିକ୍ ଲାଗିଲା ନାହିଁ, ଯଦିଓ ଯାଣିଛି ଏହା ତୁମେ ଅଜ୍ଞାନତା ରୂପକ ମୋହର ବଶବର୍ତ୍ତୀ ହୋଇ କହିଛ । ତୁମେ ଯେପରି କହିଲ କି ସେ ରାମ ଆଉ କିଏ ନା ଯାହାଙ୍କୁ ବେଦରେ ବନ୍ଦନା କରାଯାଇଛି ଆଉ ମୁନୀଗଣ ଯାହାର ଧ୍ୟାନ ଧାରଣା କରିଥାଆନ୍ତି ।