॥ ବାଲ କାଣ୍ଡ ॥
ରାମ ନାମ ଗୁନ ଚରିତ ସୁହାଏ ।
ଜନମ କରମ ଅଗନିତ ଶୃତି ଗାଏ ॥
ଜଥା ଅନଂତ ରାମ ଭଗବାନା ।
ତଥା କଥା କିରତି ଗନ ନାନା ॥
ଭାବାର୍ଥ :- ବେଦରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର ନାମ, ଗୁଣ, ଚରିତ୍ର ଆଉ କର୍ମ ବିଷୟରେ ବିଷଦ ଭାବରେ ଅସଂଖ୍ୟ କଥା କୁହାଯାଇଛି । ଯେପରି ଭଗବାନ ଶ୍ରୀରାମଚନ୍ଦ୍ର ଅନନ୍ତ ଅଟନ୍ତି, ସେହିପରି ତାଙ୍କ କଥା, କୀର୍ତ୍ତି ଆଉ ଗୁଣ ମଧ୍ୟ ଅନନ୍ତ ।