ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ସ୍ଥିତପ୍ରଜ୍ଞର ଲକ୍ଷଣ ପଚାରୁଛନ୍ତି-
ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ। ସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍।
ଅର୍ଥାତ୍ ଅର୍ଜୁନ କହିଲେ ଯେ ହେ କେଶବ ଦିବ୍ୟ ଚେତନା ଯୁକ୍ତ ର ଲକ୍ଷଣ କ’ଣ। ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା ହୁଅନ୍ତି। କିପରି ବସନ୍ତି ଓ କିପରି ଚାଲନ୍ତି।