ଓଡ଼ିଶାରେ ସଂସଦୀୟ କ୍ଷେତ୍ର ଅନୁସାରେ କେବେ ଓ କେଉଁଠି ନିର୍ବାଚନ | News Room Odisha

ଓଡ଼ିଶାରେ ସଂସଦୀୟ କ୍ଷେତ୍ର ଅନୁସାରେ କେବେ ଓ କେଉଁଠି ନିର୍ବାଚନ

ନୂଆଦିଲ୍ଲୀ – ଓଡ଼ିଶାରେ ବିଧାନସଭାର ୧୪୭ ଓ ଲୋକସଭାର ୨୧ଟି ଆସନରେ ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ । ମେ ‘୧୩, ୨୦ , ୨୫ ଏବଂ ଜୁନ ପହିଲାରେ ହେବ ମତଦାନ।

ଆସନ୍ତୁ ନଜର ପକାଇବା, ସଂସଦୀୟ କ୍ଷେତ୍ର ଅନୁସାରେ ଓଡ଼ିଶାରେ କେଉଁଠି ଓ କେବେ ମତଦାନ ହେବ ।

ମେ’ ୧୩ ପ୍ରଥମ ପର୍ଯ୍ୟାୟ – କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ

ମେ’ ୨୦ – ଦ୍ୱିତୀୟ ପର୍ଯ୍ୟାୟ – ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା

ମେ’ ୨୫ – ତୃତୀୟ ପର୍ଯ୍ୟାୟ – ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ,କଟକ, ପୁରୀ ଓ ଭୁବନେଶ୍ୱର

ଜୁନ ୧ – ଚତୁର୍ଥ ପର୍ଯ୍ୟାୟ – ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର