ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବାମଦେବ ଆଦିକ ରିଷୟ ପୂଜେ ମୁଦିତ ମହୀସ ॥
ଦିଏ ଦିବ୍ୟ ଆସନ ସବହି ସବ ସନ ଲହୀ ଅସୀସ ॥

ଭାବାର୍ଥ :- ମହାରାଜ ଜନକ ସେହିପରି ବାମଦେବ ଆଦି ଉପସ୍ଥିତ ସମସ୍ତ ମୁନିଋଷି ମାନଙ୍କୁ ଅତି ପ୍ରସନ୍ନ ମନରେ ପୂଜାର୍ଚ୍ଚନା କଲେ । ସମସ୍ତଙ୍କୁ ଦିବ୍ୟ ଆସନରେ ବସାଇ ସମସ୍ତଙ୍କ ଠାରୁ ଶୁଭାଶିର୍ବାଦ ପାଇଲେ ।