ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସହିତ ସହାୟ ସଭୀତ ଅତି ମାନି ହାରି ମନ ମୈନ।
ଗହୋସି ଜାଇ ମୁନି ଚରନ ତବ କହି ସୁଠି ଆରତ ବୈନ ॥

ଭାବାର୍ଥ :- ଭୟାକ୍ରାନ୍ତ କାମଦେବ ନିଜର ସମସ୍ତ ସହାୟକ ମାନଙ୍କ ସହିତ ଭୟଭୀତ ହୋଇ ମନରେ ପରାଜୟକୁ ସ୍ବୀକାର କରି ବହୁତ ବିନୟଭାବରେ କାକୁତି ମିନତି ହୋଇ ଯାଇ ନାରଦ ମୁନୀଙ୍କର ପଦ ଯୁଗଳକୁ କୁଣ୍ଢେଇ ପକାଇଲେ ।