ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଏକ ଜନମ କର କାରନ ଏହା ।
ଜେହି ଲଗି ରାମ ଧରୀ ନରଦେହା ॥
ପ୍ରତି ଅବତାର କଥା ପ୍ରଭୁ କେରୀ ।
ସୁନୁ ମୁନି ବରନୀ କବିହ୍ନ ଧନେରୀ ॥

ଭାବାର୍ଥ :- ଏହା ଗୋଟିଏ ଜନ୍ମର କଥା ଥିଲା ଯେଉଁଠି ଭଗବାନ ଶ୍ରୀରାମ ମନୁଷ୍ୟ ଦେହ ଧାରଣ କରିଥିଲେ । ହେ ମହାମୁନି ଭରଦ୍ବାଜ ! ଶୁଣ, ଭଗବାନଙ୍କର ପ୍ରତ୍ୟେକ ଅବତାର ର କଥାକୁ କବିତା ଆକାରରେ ମୁନିଗଣ ନାନା ପ୍ରକାରରେ ବର୍ଣ୍ଣନା କରିଛନ୍ତି ।