ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବହୁରି କୀହ୍ନି କୋସଲପତି ପୂଜା ।
ଜାନି ଈସ ସମ ଭାଉ ନ ଦୂଜା ॥
କୀହ୍ନି ଜୋରି କର ବିନୟ ବଡାଈ ।
କହି ନିଜ ଭାଗ୍ୟ ବିଭବ ବହୁତାଈ ॥

ଭାବାର୍ଥ :- ତା’ପରେ ମହାରାଜ ଜନକ କୋସଳାଧୀଶ ମହାରାଜ ଦଶରଥଙ୍କ ପୂଜା ସାକ୍ଷାତ ଶ୍ରୀଶିବଶଂକର ମହାଦେବଙ୍କ ପ୍ରତିରୂପ ଜାଣି କଲେ, ମନରେ ଅନ୍ୟ କୌଣସି ଭାବ ନଥିଲା । ତଦନନ୍ତର, ଦଶରଥଙ୍କ ସମନ୍ଧ ରେ ନିଜ ସୌଭାଗ୍ୟ ରେ ଆସିଥିବା ଅନ୍ୟ ବରଯାତ୍ରୀଙ୍କୁ ହାତ ଯୋଡ଼ି ବିନୟ ପୁର୍ବକ ସମସ୍ତଙ୍କୁ ପ୍ରଶଂସା କରି ଶୁଭାଶିଷ ଚାହିଁଲେ ।