୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି | News Room Odisha

୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି

ଭୁବନେଶ୍ୱର -ରାଜ୍ୟରେ ସପ୍ତଦଶ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣର ଗଣତି ପୂର୍ବରୁ ଆସନ୍ତୁ ନଜର ପକାଇବା ୨୦୧୯ ନିର୍ବାଚନରେ କାହାର କ’ଣ ସ୍ଥିତି ଥିଲା ।

* ବିଜେଡି ୧୪୬ ଆସନରେ ଲଢି ଜିତିଥିଲା ୧୧୨ ଆସନ ( ପାଟକୁରା ଆସନ ବାଦ୍ ଦେଇ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଏହି ଆସନରେ ପରେ ଉପନିର୍ବାଚନ ହୋଇଥିଲା )

* ବିଜେପି ୧୪୬ ଆସନରେ ଲଢି ଜିତିଥିଲା ୨୩ ଆସନ

* କଂଗ୍ରେସ ୧୩୮ ଆସନରେ ଲଢି ଜିତିଥିଲା ୯ ଆସନ

* ସିପିଏମ ୫ଟି ଆସନରେ ଲଢି ଗୋଟିଏ ଆସନରେ ବିଜୟୀ ହୋଇଥିଲା

* ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ ।