ଦୁଇ ଦିନ ଆଗରୁ ଓଡ଼ିଶା ଛୁଇଁଲା ମୌସୁମୀ : ମାଲକାନଗିରିରେ ପ୍ରବେଶ | News Room Odisha

ଦୁଇ ଦିନ ଆଗରୁ ଓଡ଼ିଶା ଛୁଇଁଲା ମୌସୁମୀ : ମାଲକାନଗିରିରେ ପ୍ରବେଶ

ଭୁବନେଶ୍ୱର – ଓଡ଼ିଶା ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରିରେ ପ୍ରଥମେ ପ୍ରବେଶ କରିଛା ମୌସୁମୀ । ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ । ତେବେ ମାଲକାନଗିରିରୁ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।